ଇରେଡା ପକ୍ଷରୁ ୨୦୨୪-୨୫ ଆର୍ôଥକ ରର୍ଷରେ ଋଣ ମଞ୍ଜୁର ୨୭% ବୃଦ୍ଧି ପାଇ ୪୭,୪୫୩ କୋଟି ଟଙ୍କା, ଲୋନ ବୁକ ୨୮% ବୃଦ୍ଧି ପାଇ ୭୬,୨୫୦ କୋଟି ଟଙ୍କା
ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଇରେଡା) ପକ୍ଷରୁ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ôଥକ ବର୍ଷରେ ଏହାର ଆର୍ôଥକ ପ୍ରଦର୍ଶନରେ ଉଲ୍ଲେଖନୀୟ
Read More