ଲେନ୍ସକାର୍ଟ ପକ୍ଷରୁ ଭାରତରେ ୟୁରୋପୀୟ ବ୍ରାଣ୍ଡ ମେଲରର ଶୁଭାରମ୍ଭ ଓ ଲୋକପ୍ରିୟ ଲାବୁବୁ ନିର୍ମାତା ପୋପମାର୍ଟ ସହ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଚଷମା ୟୁନିକର୍ଣ୍ଣ ଲେନ୍ସକାର୍ଟ ପକ୍ଷରୁ ବାର୍ସେଲୋନାର ପ୍ରିମିୟମ ଚଷମା ବ୍ରାଣ୍ଡ ମେଲରକୁ ଭାରତରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏଥି ସହିତ ବିଶ୍ୱବିଖ୍ୟାତ ପୋପ-କଲଚର ବ୍ରାଣ୍ଡ
Read More