ଏଣିକି ଅଫିସରେ ‘ଭାଇ’ ଡାକିଲେ ହେବ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର()  ଏଣିକି ଅଫିସରେ ‘ଭାଇ’ ଡାକିଲେ ହେବ କାର୍ୟ୍ୟାନୁଷ୍ଠାନ । ପଶୁସମ୍ପଦ ନିର୍ଦ୍ଦେଶାଳୟରେ ଭାଇ ଡାକିବା ମନା । ଏଭଳି ଏକ ନିର୍ଦ୍ଦେଶ ଆସିଛି ବିଭାଗରୁ ।

Read more