ଛାଡ଼ପତ୍ର ପରେ ୨୦୦ କୋଟି ଟଙ୍କାର ଭରଣପୋଷଣ ନେବାକୁ ମନାକଲେ ସାମନ୍ଥା

ହାଇଦ୍ରାବାଦ: ଟଲିଉଡର ସୁପରହିଟ୍ ଯୋଡ଼ି ସାମନ୍ଥା ଏବଂ ନାଗା ଚୈତନ୍ୟଙ୍କ ବିଚ୍ଛେଦ ହେବାକୁ ଯାଉଛି । ଷ୍ଟାର କପୁଲଙ୍କ ମଧ୍ୟରେ ହେବ ଛାଡ଼ପତ୍ର । ଉଭୟଙ୍କ ସ୍ୱୀକୃତିରେ

Read more