କିମ୍ସରେ କାର୍ଯ୍ୟକ୍ଷମ ହେଲା ଇକମୋ ମେସିନ୍

ଭୁବନେଶ୍ୱର: ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ଏକମୋ ଚିକିତ୍ସା । ସଫଳତାର ସହ ଏକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

Read more