bhubaneswar

Latestରାଜ୍ୟ

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଜଣ ଗବେଷକ

ଭୁବନେଶ୍ୱର: ଶି କ୍ଷା ଓ ଅନୁସନ୍ଧାନ (ସୋଆ)ର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତବୈଜ୍ଞାନି କଙ୍କ ତାଲିକାରେ ସ୍ଥାନ ପାଇବାର ଗୋ÷ରବ ଅର୍ଜ

Read More
Latestରାଜ୍ୟ

ରାଜଭବନ ପେଟ୍ରୋଲ ପମ୍ପ ଦୁର୍ଘଟଣାକୁ ବର୍ଷେ ପୂରିଲା

ଭୁବନେଶ୍ୱର : ରାଜଭବନ ପେଟ୍ରୋଲ ପମ୍ପ ଅଗ୍ନକାଣ୍ଡକୁ ବର୍ଷଟିଏ ପୂରିଗଲା । ହେଲେ ଦୁର୍ଘଟଣାର କାରଣ କିମ୍ବା କାର୍ଯ୍ୟାନୁଷ୍ଠାନ ବିଷୟରେ ରାଜ୍ୟବାସୀ କିମ୍ବା ରାଜଧାନୀବାସୀ କେହି କିଛି

Read More
Latestରାଜ୍ୟ

ଆୟ ବହିର୍ଭୂତ ସଂପତ୍ତିଠୁଳ ଅଭିଯୋଗରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: କମିଶନରେଟ ପୋଲିସର ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । ୫ଟି

Read More
Latestରାଜ୍ୟ

ଆଜିଠୁ ରାତି ୮ଟା ପରେ ବି ରାଜଧାନୀରେ ଖୋଲା ରହିବ ଦୋକାନ ବଜାର

ଭୁବନେଶ୍ୱର: ଆଜିଠୁ ହଟୁଛି କଟକଣା । ଟ୍ୱିନସିଟିରେ ଲାଗିଥିବା ପାର୍ବଣ କଟକଣା ଆଜିଠୁ ହଟିବ । ଫଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ବଦଳରେ ପୁଣିଥରେ

Read More
Latestରାଜ୍ୟ

ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁର ବିମାନ ସେବା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨ ତରିଖରୁ ମନ୍ଦିରମାଳିନୀ ସହର ଭୁବନେଶ୍ୱରରୁ ଗୋଲାପି ସହର ଜୟପୁର(ରାଜସ୍ଥାନ)କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେଛନ୍ତି କେନ୍ଦ୍ର

Read More
Latestରାଜ୍ୟ

ଶୋଷଣର ଶିକାର ହେଉଛନ୍ତି ରାଜଧାନୀର ସଫେଇ କର୍ମଚାରୀ!

ଭୁବନେଶ୍ୱର : ସ୍ମାର୍ଟସିଟିକୁ ସଫାସୁତୁରା କରୁଥିବା ସଫେଇ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଏବେ ଶୋଷଣର ଶିକାର । କାହାକୁ ଦିନକୁ ୨୦୦ ଟଙ୍କା ତ ଆଉ କାହାକୁ

Read More