ଏହି ପାର୍ଥିବ ଜଗତରେ ଏକାନ୍ତ ପରିବେଶ ପାଇବା ସମ୍ଭବ କି?

ଭୁବନେଶ୍ୱର: ବହୁ ଆୟାସ କରି ସୁଦ୍ଧା ତମେ ଯଦି ଏକାନ୍ତ ପରିବେଶ ପାଉନାହଁ, ତେବେ ପ୍ରକୃତି, ବା ଇଶ୍ୱର ବା ସଦଗୁରୁ ତୁମକୁ ଅନ୍ୟମାନଙ୍କ ଗହଣରେ କୋଳାହଳପୂର୍ଣ୍ଣ ପରିବେଶ ମଧ୍ୟରେ ରଖିବାକୁ ଚାହାନ୍ତି, ଏହା ମାନି ନିଅ । ତମେ ତମର ପରିସ୍ଥିତି ସହିତ ଖାପଖୁଆଇ ଚଳିବାକୁ ଚେଷ୍ଟା କର । ଭ୍ରମଣ କଲାବେଳେ, ନିଦ୍ରା ଯିବାବେଳେ, ଏବଂ ନିଦ୍ରାରୁ ଉଠିବା ପରେ ଏପରି ବହୁ ମୂହୁର୍ତ୍ତରେ ଆମେ ସମ୍ପୂର୍ଣ୍ଣ ଏକାକୀତ୍ୱ ଅନୁଭବ କରୁ । ଏହିସବୁ ମୁହୂର୍ତ୍ତରେ ବାବାଙ୍କୁ ସ୍ମରଣ କର ।

Share

Leave a Reply

Your email address will not be published. Required fields are marked *

nine + five =