କରୋନା ପାଇଁ L&T ଦାନ କଲା 150 କୋଟି

କରୋନା ମହାମାରୀ ସହ ଲଢ଼ିବା ପାଇଁ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକସନ କମ୍ପାନୀ L&T (Larsen & Toubro) ପିଏମ ରିଲିଫ ଫଣ୍ଡକୁ 150 କୋଟି ଟଙ୍କା ଅର୍ଥରାଶି ଦାନ କରିଛି । ଏହାଛଡା କମ୍ପାନୀ କଣ୍ଟ୍ରାକ୍ଟ ୱାର୍କରଙ୍କ ପାଇଁ 500 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛି ।

ଏହି ସଙ୍କଟ ସମୟରେ କମ୍ପାନୀ ଚେୟାରମ୍ୟାନ ଏ. ଏମ ନାୟକ ଦେଶ ସହିତ ଛିଡା ହେବାକୁ କହିଛନ୍ତି । ସେ କହିଥିଲେ କି, ଆମେ ଆମ ଟ୍ରେନିଂ ସେଣ୍ଟରକୁ ମେଡିକାଲ ବୋର୍ଡ଼ରେ ବଦଳେଇବାକୁ ଭାବୁଛୁ, ଯଦ୍ଦ୍ଵାରା ଚିକିତ୍ସା ପ୍ରଦାନ କରୁଥିବା ସଂସ୍ଥାକୁ ସଂକ୍ରମଣ ସହ ଲଢ଼ିବାରେ ସହାୟତା ମିଳିପାରିବ ।

Share

Leave a Reply

Your email address will not be published. Required fields are marked *

15 − two =