Business

କ୍ରୋମାର କ୍ରୋମଟାଷ୍ଟିକ୍ ଡିସେମ୍ବର ଅଫର୍‌ରେ ସ୍ମାର୍ଟଫୋନ୍‌ରୁ ସ୍ମାର୍ଟ ଟିଭି ପର୍ଯ୍ୟନ୍ତ ଦାମ୍ ୧୪,୯୯୦ ଟଙ୍କାରୁ ଆରମ୍ଭ

ଭୁବନେଶ୍ୱର: ଭୋରତର ବିଶ୍ୱସନୀୟ ଓମନିଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର୍ କ୍ରୋମା ପକ୍ଷରୁ ନୂଆବର୍ଷ ଉପଲକ୍ଷେ କ୍ରୋମଟାଷ୍ଟିକ୍ ଡିସେମ୍ବର ସେଲ୍ ଘୋଷଣା କରାଯାଇଛି। ଏହା ହେଉଛି ଏକ ବର୍ଷ ଶେଷ ସେଲ୍ କାର୍ଯ୍ୟକ୍ରମ ଯାହା ୨୦୨୬ରେ ନିଜ ଜୀବନଶୈଳୀକୁ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି।
ଏହି ସେଲ୍ ୨୦୨୫ ଡିସେମ୍ବର ୧୫ରୁ ଆରମ୍ଭ ହୋଇଛି ଯାହା ୨୦୨୬ ଜାନୁଆରି ୪ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍‌ସେସ୍ ଆଦିରେ ଶ୍ରେଷ୍ଠ ଡିଲ୍ ପାଇପାରିବେ।
ସ୍ମାର୍ଟଫୋନ୍‌ରେ ଗ୍ରାହକମାନେ ୪୦,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୧୮୩୩ ଟଙ୍କାର ଇଏମ୍‌ଆଇରେ ଆଇଫୋନ୍ ୧୬; ୩୬,୪୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୧୬୦୪ ଟଙ୍କାର ଇଏମ୍‌ଆଇରେ ଆଇଫୋନ୍ ୧୫; ୬୯,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୩୩୬୧ ଟଙ୍କାର ଇଏମ୍‌ଆଇରେ ସାମସଙ୍ଗ ଏସ୍‌୨୫ ଅଲ୍‌ଟ୍ରା; ୯୯,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୪୬୩୯ ଟଙ୍କାର ଇଏମ୍‌ଆଇରେ ସାମସଙ୍ଗ ଗାଲାକ୍ସି ଜେଡ୍ ଫୋଲ୍ଡ ଓ ୨୩,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୩୦୮୩ ଟଙ୍କାର ଇଏମ୍‌ଆଇରେ ଭିଭୋ ଭି୬୦ କିଣିପାରିବେ।
ସେହିପରି ଲାପ୍‌ଟପ୍ ବର୍ଗରେ ଗ୍ରାହକମାନେ ୫୫,୯୧୧ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୨୭୪୬ ଟଙ୍କାର ଇଏମ୍‌ଆଇରେ ମ୍ୟାକ୍‌ବୁକ୍ ଏୟାର ଏମ୍‌୪; ୪୭,୭୧୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୨୦୭୧ ଟଙ୍କାର ଇଏମ୍‌ଆଇରେ ପରବର୍ତୀ ପିଢ଼ିର ଏଆଇ ପିସି,; ୬୪,୯୫୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୪୩୩୦ ଟଙ୍କାର ଇଏମ୍‌ଆଇରେ ଜିଏଫଏକ୍ସ ଗେମିଂ ଲାପଟପ୍ ଓ ୪୮,୭୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୪୦୬୬ ଟଙ୍କାର ଇଏମ୍‌ଆଇରେ ଲିନୋଭୋ ଆଇ୫ ପାଇପାରିବେ।
ଟିଭିରେ ୬୨,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୫୭୧୩ ଟଙ୍କାର ଇଏମ୍‌ଆଇରେ ୭୫ ଇଂଚର ସାମସଙ୍ଗ ସ୍ମାର୍ଟ ୟୁଏଚ୍‌ଡି ଟିଭି; ୨୯,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୨୪୯୩ ଟଙ୍କାର ଇଏମ୍‌ଆଇରେ ୩୫ ଇଂଚର ୟୁଏଚ୍‌ଡି ଗୁଗଲ୍ ଟିଭି ଓ ୧୮୪୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୨୨୯୯ ଟଙ୍କାର ଇଏମ୍‌ଆଇରେ ୪୩ ଇଂଚର କ୍ରୋମା ଗୁଗଲ ଟିଭି କିଣିପାରିବେ।
ୱାସିଂ ମେସିନରେ ୨୯୩୫୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୨୪୪୪ ଟଙ୍କାର ଇଏମ୍‌ଆଇରେ ଏଲ୍‌ଜି ଫ୍ରଂଟ୍ ଲୋଡ୍ ୭ କେଜି ୱାସିଂ ମେସିନ୍‌, ୧୬,୪୧୭ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୧୩୬୮ ଟଙ୍କାର ଇଏମ୍‌ଆଇରେ ସାମସଙ୍ଗ ଟପ୍ ଲୋଡ୍ ୭ କେଜି ୱାସିଂ ମେସିନ୍ ଓ ୧୪,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୧୬୯୦ ଟଙ୍କାର ଇଏମ୍‌ଆଇରେ କ୍ରୋମା ଟପ୍ ଲୋଡ୍ ୭.୫ କେଜି ୱାସିଂ ମେସିନ୍ ପାଇପାରିବେ।
ଏସିରେ ଗ୍ରାହକମାନେ ୨୯,୦୧୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୨୯୫୦ ଟଙ୍କାର ଇଏମ୍‌ଆଇରେ ଭୋଲଟାସ୍ ୧.୫ ଟନ୍ ୩ ଷ୍ଟାର ଇନଭର୍ଟର ଏସି ଓ ୩୪,୧୬୧ ଟଙ୍କାର ପ୍ରାରମ୍ଭିକ ମୂଲ୍ୟ ଓ ୪୨୭୦ ଟଙ୍କାର ଇଏମ୍‌ଆଇରେ ହାୟର ୧.୫ ଟନ୍ ୫ ଷ୍ଟାର୍ ଇନଭର୍ଟର ଏସି ପାଇପାରିବେ।
କ୍ରୋମାଟିଷ୍ଟିକ୍ ଡିସେମ୍ବର ସେଲ୍ ସମସ୍ତ କ୍ରୋମା ଷ୍ଟୋର୍‌ରେ ଉପଲବ୍ଧ ହେବ।

Share

Leave a Reply

Your email address will not be published. Required fields are marked *

1 + six =