ଆଦାନୀ ଗ୍ରୁପ୍ ପକ୍ଷରୁ ବେନ୍ଦ ଭାରତମ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅଧୀନେର ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବଦ୍ଧର୍ନ ସିଂହେଦଓଙ୍କୁ ସାକ୍ଷାତ; ମେମେଂଟା ଓ ପତ୍ର ସହିତ କାର୍ଯ୍ୟକ୍ରମ କିଟ୍ ପ୍ରଦାନ
ଭୁବେନଶ୍ୱର: ଆଦାନୀ ଗ୍ରୁପ୍ର ତୃଣମୂଳ ନବସୃଜନ କାର୍ଯ୍ୟକ୍ରମ ବେନ୍ଦ ଭାରତମ୍ ଚଳିତ ସପ୍ତାହେର ଓଡ଼ିଶା ଗସ୍ତ ସହିତ ଏହାର ବିଭିନ୍ନ ରାଜ୍ୟେର ଆଉଟ୍ରିଚ୍ କାର୍ଯ୍ୟକ୍ରମକୁ ଜାରି ରଖିଛି।
Read More