ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଅଭୟ

କଟକ() ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟ ।କଟକ ପୋଲିସ ମୁଖ୍ୟାଳୟ ଠାରେ ଅଭୟଙ୍କୁ ଦିଆଯାଇଛି ଅଭିବାଦନ ।

Read more