ପିପିଲି ଉପନିର୍ବାଚନ ନେଇ ଗାଇଡଲାଇନ୍ ଜାରି

ଭୁବନେଶ୍ୱର: ପିପିଲିରେ ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, କେମିତି ହେବ ନିର୍ବାଚନ କ’ଣ ରହିବ ଗାଇଡଲାଇନ୍ ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

Read more