ବ୍ୟବସାୟରେ କ୍ଷତି ହେଉଛି କି ? କରନ୍ତୁ ପ୍ରତିକାର

ଆପଣଙ୍କ ବ୍ୟବସାୟରେ ବାରମ୍ବାର କ୍ଷତି ହେଉଛି କି ? ଏହାର କାରଣ ଓ ନିରାକରଣ ସମ୍ପର୍କରେ କେବେ ଆପଣ ଚିନ୍ତା କରିନଥିବେ । କେବଳ ସାରା ଦିନ ଟେନସନରେ ହିଁ ରହୁଥିବେ । ଯେଉଁ ଟେନସନ କି ଆପଣଙ୍କ ପାଇଁ ଘାତକ ହୋଇପାରେ । ବ୍ୟବସାୟରେ କ୍ଷତି ପାଇଁ ଟେନସନ ନେବା ଆଦୌ ଉଚିତ ନୁହେଁ । ସବୁ ରୋଗର ନିରାକରଣ ଅଛି ସେହିପରି ବ୍ୟବସାୟରେ କ୍ଷତି ହେଉଥିଲେ ମଧ୍ୟ ତାରବି ପ୍ରତିକାର ଅଛି । ଆସନ୍ତୁ ଜାଣିବା ଏହି ପ୍ରତିକାର ଗୁଡିକ କଣ-
-ଚାଇନୀଜ ବାସ୍ତୁଶାସ୍ତ୍ର ଅନୁସାରେ ବାରଟି ରାଶିରେ ଘୋଡାକୁ ସପ୍ତମ ସ୍ଥାନ ପ୍ରାପ୍ତ କରାଯାଇଛି। ଏହି କାରଣ ଯୋଗୁଁ ଏହାକୁ ବହୁତ ଗୁରୁତ୍ବ ବୋଲି ଧରାଯାଉଛି।
-ଅଫିସରେ ନିଜ ବେପାର ଅନୁଯାୟୀ ଏହାକୁ ସ୍ଥାନ ଦେବା ଆବଶ୍ୟକ । ଯଦି ଆପଣ ଏକା କାରବାର ସମ୍ଭାଳୁଛନ୍ତି ତେବେ ଗୋଟିଏ ଘୋଡା ଯଥେଷ୍ଟ କିନ୍ତୁ ଯଦି ଆପଣ ଗୋଷ୍ଠି ହିସାବରେ କାମ କରୁଛନ୍ତି ତେବେ ଘୋଡାର ସଂଖ୍ୟା ସେହି ହିସାବରେ ବଢ଼ାନ୍ତୁ।
-ସାତ,ନଅ କିମ୍ବା ୧୨ ଘୋଡଙ୍କ ସମୂହ ସ୍ଫୂର୍ତ୍ତି ଏବଂ ଦ୍ରୁତ୍ତ ବୋଲି ଅନୁଭବ କରାଯାଏ ଏବଂ ଏଥିରୁ ବେପାରରେ ଉନ୍ନତି ହୋଇଥାଏ।
-ଯଦି ଘୋଡା ମେଟାଲରେ ହୋଇଥାଏ ତେବେ ଏହାକୁ ଭଲ ବୋଲି ଧରାଯାଏ। ଏହାଛଡା କାଠିର ଘୋଡା ମଧ୍ୟ ଭଲ ପ୍ରଭାବ ପକାଇଥାଏ।

Share

Leave a Reply

Your email address will not be published. Required fields are marked *

20 − fifteen =