vigilance raid in deputy manager

Latestରାଜ୍ୟ

ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର

ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର। ପୋଲିସ ହାଉସିଂ ବୋର୍ଡ ଡେପୁଟି ମ୍ୟାନେଜର ମଙ୍ଗୁଳି ଚରଣ ବେହେରାଙ୍କ ଘରେ ରେଡ୍ କରାଯାଉଛି। ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚାଲିଛି।

Read More