ଏପ୍ରିଲ୍ ୬ ରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହେବ ଫୁଡ୍ ଫେଷ୍ଟିଭାଲ୍

ସାରା ବିଶ୍ୱରେ ମଣିଷର ଜୀବନଶୈଳୀ ବେଶ ଦୃତ ଗତିରେ ଧାବମାନ ହେଉଥିବା ବେଳେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ଅଧିକାଂଶ ଲୋକ ବଂଚିତ ହେଉଛନ୍ତି । ଏପରିକି

Read more

କୋଭିଡ୍ ଓ ମଧୁମେହ ଗୋଟିଏ ଖଣ୍ଡାର ଦୁଇଟି ଧାର: ବିଶେଷଜ୍ଞ ସମ୍ ହସ୍ପିଟାଲରେ ବିଶ୍ୱ ମଧୁମେହ ଦିବସ ପାଳିତ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଗତ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଆକ୍ରାନ୍ତ କରି ରଖିଥିବା ବେଳେ ମଧୁମେହ ରୋଗକୁ ନେଇ ବିଶେଷଜ୍ଞମାନେ ଉଦ୍ବେଗଜଜନକ ତଥ୍ୟ ପ୍ରକାଶ

Read more

ପୂର୍ବ ଭାରତରେ ପ୍ରଥମ, ସମ୍ ହସପିଟାଲରେ ଅତ୍ୟାଧୁନିକ ଅଟୋମେଟେଡ୍ ସିବିସି ଆନାଲାଇଜର ଉପଲବ୍ଧ

ଭୁବନେଶ୍ୱର : ଉତମ ରୋଗୀ ସେବା କ୍ଷେତ୍ର ରେ ସବୁବେଳେ ଆଗଧାଡ଼ ିରେ ରହି ନୂତନ ଜ୍ଞ୍ୟାନ କୌଶଳସମ୍ପନ୍ନ ଓ ଅତ୍ୟାଧୁନିକ ସରଞ୍ଜାମ ଆପଣେଇବାରେ ଅଗ୍ର ଣୀ

Read more

ସମରେ ବିଶ୍ୱ ନିମୋନିଆ ଦିବସ ପାଳିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡି କାଲ ସାଇନସେସ୍ଆଣ୍ଡ ସମ୍ ହସପିଟାଲର ଶିଶୁ ରୋଗ ବିଭାଗ ପକ୍ଷରୁ ବିଶ୍ୱ ନିମୋନିଆ

Read more

ସମ୍‌ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା

Read more

ସମ୍ କୋଭିଡ୍ ହସ୍ପିଟାଲରୁ ସୁସ୍ଥ ହେଲେ ବର୍ଷକର ଶିଶୁ, ଭେଣ୍ଟିଲେଟରରେ ଥିଲେ ଆଠ ଦିନ

ଭୁବନଶ୍ୱର, : କରୋନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

Read more

ଶିଶୁର ଛାତିରୁ ୫୦୦ ଗ୍ରାମର ଟ୍ୟୁମର୍ ବାହାର କଲେ ସମ୍ ସର୍ଜନ

ଭୁବନେଶ୍ୱର: ୬ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍

Read more

ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କର କୋଭିଡ ଟୀକା ନେବା ସତ୍ୱେ ସଂକ୍ରମଣ ହେଉଛି : ବିଶେଷଜ୍ଞ

ଭୁବନେଶ୍ୱର: କୋଭି ଡ୍ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତି ଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶି କାର ହେଉଥିବା ଅନେକଙ୍କୁ

Read more

ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେ ଗୁରୁଦିବସ ପାଳନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇ.ଏମ.ଏସ ଓ ସମ୍ ହସ୍ପିଟାଲରେସୋମବାର ଗୁରୁଦିବସ ପାଳନ କରାଯାଇଅଛି । ପ୍ରତି ବର୍ଷ ପରି ପୂର୍ବତନ ରାଷ୍ଟ୍ରପତି ତଥା

Read more

ସମ୍‌ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରେ ସୁସ୍ଥ ହେଲେ ଗୁରୁତର କୋଭିଡ ସଂକ୍ରମିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସହଯୋଗୀ ଷ୍ଟାଫ୍‌ମାନଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ

Read more