ରାସନ କାର୍ଡ ସହ ଆଧାର ସଂଯୋଗ ସମୟ ସୀମା ବଢିଲା

ଭୁବନେଶ୍ବର () ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡଧାରୀମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ସେପେଫମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି ।

Read more