ଏଣିକି ପାଣି ବିଲ ଦେବେନି ଦିଲ୍ଲୀବାସୀ

ନୂଆଦିଲ୍ଲୀ()   ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।ପାଣିର ବକେୟା ବିଲ ଛାଡ କରିବା ନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜରିୱାଲ

Read more