ରାଷ୍ଟ୍ରପତିଙ୍କୁ ଅସମ୍ମାନ ବିବାଦ ବିଜେଡିର ଷଡଯନ୍ତ୍ର : ଧର୍ମେନ୍ଦ୍ର

ଭୁବନେଶ୍ବର () ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରପତି ସପତ୍ନିକ ଦର୍ଶନ କରିବାକୁ ଆସିଥିବା ବେଳେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀଙ୍କ ସହ ଅସଦବ୍ୟବହାରର କୌଣସି ଘଟଣା ତାଙ୍କ ନଜରକୁ ଆସି ନାହିଁ

Read more