ଜାପାନର କ୍ୟୁଟୋରେ ମୁଖ୍ୟମନ୍ତ୍ରୀ, ନିବେଶକାରୀଙ୍କ ସହ କରିବେ ଆଲୋଚନା

ଜାପାନର ଅନ୍ୟତମ ପ୍ରମୁଖ ସହର କ୍ୟୁଟୋ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ବିନିଯୋଗ ନେଇ ଆଲୋଚନା କରିବେ

Read more