high-tech worker arrested

Latestରାଜ୍ୟ

୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହାଇଟେକ୍ ମେଡିକାଲର ଜଣେ ଅଧିକାରୀ ଗିରଫ

ମେଡିକାଲ୍ କଲେଜ୍ରେ ନାମ ଲେଖାଇ ଦେବା ନାଁରେ ଟଙ୍କା ଠକି ନେଇଥିବା ହାଇଟେକ୍ ମେଡିକାଲର ଜଣେ ଅଧିକାରୀଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ ତିରୁପତି ଚୌଧୁରୀ।

Read More