ସଂଗ୍ରାମୀ ଓ ବୀର ସହିଦଙ୍କ ବୀରତ୍ବ ଗାଥାର ସଂକଳନ ହେବ

ଭୁବନେଶ୍ବର () :  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୩୦ଟି ସହିଦ ପୀଠରୁ ପବିତ୍ର ମାଟି ଆଣି ଭୁବନେଶ୍ବର ସହିଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ସ୍ମୃତିସ୍ତମ୍ଭ  ନିର୍ମାଣ କରାଯିବ । ରାଜ୍ୟର ସ୍ବାଧୀନତା ସଂଗ୍ରାମୀ

Read more