ଖୁବଶୀଘ୍ର ପୁରୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଘଟିଛି ବହୁ ପ୍ରତୀକ୍ଷାର ଅନ୍ତ । ୨୦୨୨-୨୩ ବେଳକୁ ପୁରୀକୁ ବିମାନ ଉଡ଼ିବା ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Read more