Latestରାଜ୍ୟ

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ଥାନା ପୋଲିସ ଅଧିକାରୀ

ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଢେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆ । ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । କିଛି ଦିନ ତଳେ ଡାଳୁଆ ଇନ୍ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିଲେ । ତାଙ୍କର ରାଉରକେଲାରେ ପୋଷ୍ଟିଂ ପାଇଁ ଅର୍ଡର ବି ବାହାରି ସାରିଥିଲା ।

Share

Leave a Reply

Your email address will not be published. Required fields are marked *

eight − five =