ଇଡିରେ ଅର୍ଚ୍ଚନା ନାଗଙ୍କ ବାପା

ଇଡି ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ବାପା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପରେ ତାଙ୍କୁ ଜେରା କରାଯାଇଛି । ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଖୋଳତାଡ କରିଛି ଇଡି । ୫ ବର୍ଷରେ କିଭଳି ଏତେ ଟଙ୍କାରେ ମାଲିକ ହେଲେ ଖୋଳତାଡ କରିପାରେ । ଅର୍ଚ୍ଚନାଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଇଡି ।

Share

Leave a Reply

Your email address will not be published. Required fields are marked *

three × 2 =