ଏଣିକି ବ୍ଲକରେ ଗଣାହେବ ପଞ୍ଚାୟତ ଭୋଟ୍

ଭୁବନେଶ୍ୱର: ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପୂର୍ବରୁ ନୂଆ ନିୟମ ଲାଗୁ କରାଯାଇଛି । ପଞ୍ଚାୟତ ଭୋଟ ଗଣତି ନେଇ ନୂଆ ନିୟମ ଲାଗୁହେବ ।

Read more