ସାରା ଓଡିଶା ସେଦିନ ଝୁରୁଥିଲା, ଆଜି ବି ଝୁରୁଛି, ଆସନ୍ତା ଦିନରେ ବି ଝୁରିବ

ଭୁବନେଶ୍ବର () ବିଜୁ ପଟ୍ଟନାୟକ କଳିଙ୍ଗର ଶେଷ ଅପ୍ରତିଦ୍ବନ୍ଦ୍ବୀ, ଅପରାଜେୟ ଓ ଅଦମନୀୟ ମୁକୁଟ ବିହୀନ ସମ୍ରାଟ। ଅବର୍ତ୍ତମାନର 22 ବର୍ଷ ବିତିଲାଣି । ଓଡିଶାର ଜନମାନସରେ

Read more