ସେମିରେ ସିଦ୍ଧୁ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଲାଗି ଖୁସି ଖବର । ପଦକ ଆଡ଼କୁ ଆଉ ଏକ ପାଦ ଆଗେଇଛନ୍ତି ପି.ଭି. ସିନ୍ଧୁ ।ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପହଞ୍ଚିଛନ୍ତି

Read more