ଏହି ସର୍ତ୍ତ ରଖି ଅଧ୍ୟକ୍ଷ ପଦରେ ରହିବାକୁ ରାଜି ହୋଇଛନ୍ତି ରାହୁଲ

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ରାଜି ହୋଇଛନ୍ତି ରାହୁଲ ଗାନ୍ଧି । ହେଲେ କିଛି ସର୍ତ୍ତ ରଖି ସଭାପତି ଦାୟିତ୍ୱ ସମ୍ଭାଳିବାକୁ ରାଜି ହେଲେ ରାହୁଲ ।

Read more