ପ୍ରଦୂଷଣ ମୁକ୍ତ ହେବ ମହାନଦୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ ()  ଆଜି ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିବା ସମୟରେ ମହାନଦୀ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ଦେଶ ବଦଳୁଛି ।

Read more