ସଞ୍ଜୟ ବେହେରା ହେଲେ OCA ସଂପାଦକ

ଭୁବନେଶ୍ୱର() ସଂଜୟ ବେହେରା ଓଡିଶା କ୍ରିକେଟ୍ ଆସୋସିଏସନର  (OCA) ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ମୋଟ ୭୩ ଭୋଟକୁ ସଂଜୟଙ୍କୁ ୪୫ ଭୋଟ ମିଳିଛି ।

Read more