ସ୍ମାର୍ଟ ସିଟିରେ ଭଡ଼ାରେ ମିଳିବ ସ୍ମାର୍ଟ ବାଇକ

ଭୁବନେଶ୍ୱରରେ ଡ୍ରପ ୟୁ.କମ୍ ପକ୍ଷରୁ ଭଡ଼ାରେ ଯୋଗାଇ ଦିଆଯିବ ବାଇକ । ପରିବହନ କମିଶନର ସଂଜୀବ ପଣ୍ଡା ପତକା ଦେଖାଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

Read more