ସଶକ୍ତ ଓ ସମନ୍ୱିତ ଓଡିଶା ଗଠନ ଲକ୍ଷ୍ୟ

କେନ୍ଦ୍ରକୁ ଦେବୁ ଗଠନମୂଳକ ସହଯୋଗ ଭୁବନେଶ୍ୱର () ଏକ ସଶକ୍ତ ଓ ସମନ୍ୱିତ ଓଡିଶା ଗଠନ ପାଇଁ ବିଜେଡିକୁ ପଞ୍ଚମ ଥର ପାଇଁ ଓଡିଶାବାସୀ ଜନଦେଶ ଦେଇଥିବା ବେଳେ ଏହି ପାଳିରେ ରାଜ୍ୟ ସରକାର କେନ୍ଦ୍ର ପ୍ରତି ଭିନ୍ନ ଏକ ଆଭିମୁଖ୍ୟ ନେଇଛି । ରାଜ୍ୟର ବିକାଶ ପାଇଁ କେନ୍ଦ୍ରକୁ ଗଠନମୂଳକ ସହଯୋଗ ଦିଆଯିବ । ଏଥିସହିତ ଏକ ବିକଶିତ ଓଡିଶା ଗଠନର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାକୁ ପୂରଣ କରିବା ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟର ସୂଚନା ଦେଇ ଏହା କହିଛନ୍ତି ଗଣତନ୍ତ୍ରରେ ଲୋକଙ୍କ ଆଶା ହିଁ ମହତ୍ୱପୂର୍ଣ୍ଣ । ଆଉ ଥରେ ରାଜ୍ୟର ସରକାର

Read more