ଯୁବ ଗୋଷ୍ଠିକୁ ଅଧିକ ସଂଖ୍ୟାରେ ମତାଦାନ କରିବାକୁ ନବୀନଙ୍କ ଅପିଲ

ଭୁବନେଶ୍ବର () ସକାଳ 7ଟାରୁ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦିନ ଗୋଟାଏ ସୁଦ୍ଧା 41 ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିସାରିଲେଣି

Read more