ମେଡିକାଲ ଶିକ୍ଷାରେ ଓବିସି ସଂରକ୍ଷଣ

ଭୁବନେଶ୍ୱର: ମେଡିକାଲ ଶିକ୍ଷାରେ ଓବିସି, ଇଡବ୍ଲ୍ୟୁସି ପାଇଁ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଛି । ଓବିସି ଏବଂ ଇଡବ୍ଲ୍ୟୁସିଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Read more