ବାଲିତଳୁ ଉଦ୍ଧାର ହେଲା ମୃତଦେହ

ଭୁବନେଶ୍ୱର: ସାଇଂଟିଫିକ୍ ଟିମ୍ ଉପସ୍ଥିତିରେ ବରିମୁଣ୍ଡ କୁଆଖାଇ ନଦୀ ପଠାରୁ ଉଦ୍ଧାର ହେଲା ମୃତ ଦେହ । ଡିସିପି କହିଲେ ଏମ୍ସରେ ହେବ ଶବ ବ୍ୟବଚ୍ଛେଦ ।

Read more