ଚାଷୀଙ୍କୁ ପ୍ରତାରଣା, ନିର୍ମାଣ ଶେଷ ହେବା ପୂର୍ବରୁ ଭୁଶୁଡ଼ିଲା କେନାଲ

ବଲାଙ୍ଗୀର: ଚାଷୀଙ୍କୁ ପ୍ରତାରଣା । ନିମ୍ନମାନର କାମ ଯୋଗୁଁ ନିର୍ମାଣଧୀନ କେନାଲ ଭୁଶୁଡ଼ିଲା । କ୍ଷେତକୁ ପାଣି ଯୋଗାଇବା ପୂର୍ବରୁ ଚାଷୀଙ୍କ ଆଶା, ଆଶାରେ ରହିଗଲା ।

Read more