କନ୍ଧମାଳର ହଳଦିକୁ ଜିଆଇ ଟ୍ୟାଗ

ଭୁବନେଶ୍ବର () କନ୍ଧମାଳ ଜିଲ୍ଲାର ମୁଖ୍ୟ କୃଷି ଭିତ୍ତିକ ଉତ୍ପାଦ ହଳଦିକୁ ଜିଆଇ ଟ୍ୟାଗ ମିଳିଛି । ଏହି ସାମଗ୍ରୀ ମୁଖ୍ୟତଃ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ଦ୍ବାରା

Read more