ଏନକାଉଣ୍ଡରେ ୨ ଆତଙ୍କବାଦୀ ସଫା

ଜମ୍ମୁ-କଶ୍ମୀର : ଦକ୍ଷିଣ କଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା। ଦକ୍ଷିଣ କଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୨ ଆତଙ୍କବାଦୀ ସଫା

Read more