ଜଗତ୍‍ସିଂହପୁରରେ  ବିଜେଡି ଖୋଜୁଛି ନୂଆ ପ୍ରାର୍ଥୀ

ଭୁବନେଶ୍ୱର : ଜଗତ୍‍ସିଂହପୁର ଲୋକସଭା ଆସନପାଇଁ ବିଜେଡି ଏଥର ନୁଆଁ ମୁହଁ ଖୋଜୁଛି । ୧୯୯୯ ମସିହାର ସାଧାରଣ ନିର୍ବାଚନ ପରଠାରୁ ଏହି ଲୋକସଭା ଆସନରୁ କୌଣସି

Read more