ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଇଣ୍ଡିଗୋ-୮୨୨ର ଜରୁରୀ ଅବତରଣ । ଜଣେ ଯାତ୍ରୀ ଅସୁସ୍ଥ ହେବାରୁ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିଥିଲା ଇଣ୍ଡିଗୋ-୮୨୨ ବିମାନ। ଅସୁସ୍ଥ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତୀ

Read more