ଜାମୁକୋଳି ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ସୋର: ଯୁବକଙ୍କ ମୃତଦେହ ଉଦ୍ଧାର । ବିଲ ମଝିରେ ଥିବା ଜାମୁକୋଳି ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି ।

Read more