ଭୁବନେଶ୍ୱ ଏୟାରପୋର୍ଟରୁ ସୁନା ଜବତ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜଣେ ଯାତ୍ରୀଙ୍କ ନିକଟରୁ ଗୋଟିଏ ରୂପା ପ୍ରଲେପ ଦିଆଯାଇଥିବା ଗୋଟିଏ ସୁନା କଡ଼ା ଓ ଦୁଇଟି ସୁନାବାର୍ ଜବତ୍ ହୋଇଛି

Read more