ହାତୀ ପୋଡି ଘଟଣାରେ ୨ ବନକର୍ମଚାରୀ ନିଲମ୍ବିତ

ସୁନ୍ଦରଗଡ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୁନାଖାନ ସେକ୍ସନ ସୁନାଖଣ୍ଡି ଗାଁର ହାତିକୁ ମାରି ପୋଡିଦେଇଛନ୍ତି ଲୋକେ । ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ୩ ଜଣ ଅଟକ

Read more