ଭୁବନେଶ୍ୱର ଷ୍ଟେସନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର () ଭୁବନେଶ୍ୱର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ରେଳଷ୍ଟେସନର ୱେଟିଂ ରୁମରେ ଅଗ୍ନିକାଣ୍ଡ ହୋଇଛି । ବିଦ୍ୟୁତ ସଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି

Read more