ଫେଷ୍ଟିଭାଲ ଆଡ୍‌ଭାନ୍ସ ୨୦ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର () ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ପୂଜା ଅଗ୍ରୀମ (ଫେଷ୍ଟିଭାଲ ଆଡଭାନ୍ସ)ର ରାଶିକୁ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏ

Read more