କୋଏଲ ନଦୀରେ ଭାସିଗଲେ ଯୁବକ

ରାଉଲକେଲା—କୋଏଲ ନଦୀରେ ଗାଧୋଉଥିବା ବେଳେ ଚାରିଜଣ ଯୁବକ ଭାସିଯାଇଛନ୍ତି । ସ୍ଥାନୀୟ ଲୋକ ମାନେ ୩ଜଣଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟ ଜଣେ ଯୁବକ ଏପର୍ଯ୍ୟନ୍ତ ନିଖୋଜ

Read more