୨୭ ଜଣଙ୍କ ଠାରୁ ଜରିମାନା ଆଦାୟ କଲା ଡ୍ରୋନ,ଜାଣନ୍ତୁ କେତେ…

ଭୁବନେଶ୍ୱର() ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ପ୍ରଥମଥର ପାଇଁ ଡ୍ରୋନ୍ର ସହାୟତା ନିଆଯାଇଛି। ମଙ୍ଗଳବାର ପ୍ରଥମ ଦିନରେ ଏହି ରାସ୍ତାରେ ୨୭ଜଣ ଗାଡ଼ି ଚାଳକଙ୍କୁ ଧରିଛି ଡ୍ରୋନ୍।

Read more