ବଜ୍ରପାତରେ ୨ମୃତ, ୩ଆହତ

କଟକ()  କଟକ ଜିଲ୍ଲାରେ ବଜ୍ରପାତରେ ଦୁଇଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Read more