ବାତ୍ୟାରେ 12 ହଜାର କୋଟି ଟଙ୍କାର କ୍ଷୟକ୍ଷତି

ଭୁବନେଶ୍ବର (): ‘ଫନି’ କ୍ଷୟକ୍ଷତି ନେଇ ଆସିଲା ପ୍ରାଥମିକ ଆକଳନ ରିପୋର୍ଟ । ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ପ୍ରାୟ 12 ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି

Read more