ଅଡୁଆରେ କର୍ଣ୍ଣାଟକା ସରକାର

ବେଙ୍ଗାଲୁରୁ()  କର୍ଣ୍ଣାଟକା ଗଠବନ୍ଧନରେ ହୋଇଥିବା ସରକାରକୁ ଜବଦଦସ୍ତ ଝଟକା। ଇସ୍ତଫା ଦେବାକୁ ପହଞ୍ଚିଲେ ୧୨ ବିଧାୟକ । କଂଗ୍ରେସର ୯ ବିଧାୟକ ଓ ଜେଡିଏସର ୩ ବିଧାୟକ

Read more